Arun Sahoo will unmask whom? II କାହାର ମୁଖା ଖୋଲିବେ ଅରୁଣ?

ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବେ ସଭାସମିତି ଓ ଗଣମାଧ୍ୟମରେ ବିଶେଷ କ୍ରିୟାଶୀଳ ଥିବା ପରି ଜଣାପଡ଼ୁଛନ୍ତି। କେତେବେଳେ ସାମାଜିକ ଗଣମାଧ୍ୟମରେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ତ କେତେବେଳେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସଚେତନ ହେବା ଲାଗି ଆହ୍ୱାନ ଦେଉଛନ୍ତି। ତାଙ୍କ ଦ୍ୱାରା ପ୍ରାୟୋଜିତ ସଭାରେ ତାଙ୍କ ଭାଷଣ ଓ ବକ୍ତବ୍ୟରୁ ଗୋଟିଏ ଜିନିଷ ସ୍ପଷ୍ଟ ଯେ ଅରୁଣ ଏବେ ନିଜ ପ୍ରତିଚ୍ଛବି ବଦଳାଇବାକୁ ପ୍ରସ୍ତୁତ ହେଲେଣି। ସରକାରରେ ଥିବା … Continue reading Arun Sahoo will unmask whom? II କାହାର ମୁଖା ଖୋଲିବେ ଅରୁଣ?