ବିଜେପି ସରକାରରେ ଅରୁଣଙ୍କୁ ଗୁରୁତ୍ୱ

ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନିଜ ଦଳରେ କୋଣଠେସା କରାଯାଇଛି। ଦଳର ନବ ଘୋଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅରୁଣ ନାହାନ୍ତି। ବିଜେଡିର ଅଣ୍ଡରଗ୍ରାଉଣ୍ଡ ଚାଣକ୍ୟ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଗୁଡ୍‍ବୁକରେ ଅରୁଣ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ରାଜ୍ୟ ସରକାରରେ ତାଙ୍କ ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସିଧାସଳଖ ନ ହେଲେ ବି ବିଜେପି ସରକାର ଅରୁଣଙ୍କ କଥାକୁ ସ୍ୱୀକାର କରି ନୀତିରେ ପରିଣତ କରୁଛନ୍ତି। ଏଥିରୁ ରାଜନୀତିକ … Continue reading ବିଜେପି ସରକାରରେ ଅରୁଣଙ୍କୁ ଗୁରୁତ୍ୱ