Arrogant power center in BJP II ବିଜେପିରେ ଅମାନିଆ କ୍ଷମତା କେନ୍ଦ୍ର

୨୦୨୪ ନିର୍ବାଚନରେ ବହୁମତ ପାଇ ଅପ୍ରତ୍ୟାସିତଭାବେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଭିତରେ ଦିନକୁ ଦିନ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି ହେବାରେ ଲାଗିଛି। ବର୍ଷକ ଭିତରେ ଅନେକ ପୁରଣା କ୍ଷମତା କେନ୍ଦ୍ର ବିଜେପିର କେନ୍ଦ୍ରୀୟ ନେତା ଓ ଆରଏସଏସ ଚାପରେ ଚେପା ହୋଇଯାଇଥିବାବେଳେ ନୂତନ ଭାବରେ ଆବିର୍ଭାବ ହୋଇଛି ଆଉ ଏକ କ୍ଷମତା କେନ୍ଦ୍ର। ଏହି କ୍ଷମତା କେନ୍ଦ୍ରଟି ନିଜ ଦାୟିତ୍ୱ ନିର୍ବାହ କରିବାରେ ବାରମ୍ବାର ବିଫଳ ହେବାରେ ଲାଗିଛି। ନିଜର ବିଫଳତାକୁ ସ୍ୱୀକାର … Continue reading Arrogant power center in BJP II ବିଜେପିରେ ଅମାନିଆ କ୍ଷମତା କେନ୍ଦ୍ର