ରିସେପ୍ସନ୍ ପାର୍ଟିରେ ଚମକିଲେ ଅରମାନ-ଆଶ୍ନା
Armaan Malik: ଗାୟକ ଅରମାନ ମଲ୍ଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗାୟକ ଅରମାନ ମଲ୍ଲିକ ତାଙ୍କ ଗର୍ଲଫ୍ରେଣ୍ଡ ଆଶ୍ନା ଶ୍ରଫଙ୍କୁ ବିବାହ କରିଛନ୍ତି । ବିବାହ ପରେ ଅରମାନ ମୁମ୍ବାଇରେ ଏକ ରିସେପ୍ସନ୍ ର ଆୟୋଜନ କରିଥିଲେ। ଡିସେମ୍ବର ୨୮ତାରିଖରେ ମହାବଳେଶ୍ୱରରେ ତାଙ୍କର ବିବାହ ହୋଇଥିଲା। ଏବେ ଏହି ଦମ୍ପତି ମୁମ୍ବାଇରେ ଏକ ରିସେପ୍ସନ୍ ର ଆୟୋଜନ କରିଛନ୍ତି। ଅରମାନ ମଲ୍ଲିକ ଏବଂ ଆଶ୍ନାଙ୍କ ବିବାହ ରିସେପ୍ସନ ବହୁତ ଭବ୍ୟ ଥିଲା । ଯେଉଁଥିରେ … Continue reading ରିସେପ୍ସନ୍ ପାର୍ଟିରେ ଚମକିଲେ ଅରମାନ-ଆଶ୍ନା
Copy and paste this URL into your WordPress site to embed
Copy and paste this code into your site to embed