ଗ୍ରୀଷ୍କଋତୁରେ ଉଡ଼ାଜାହାଜରେ ଯାତ୍ରା ପ୍ଲାନ୍‍ କରୁଛନ୍ତି କି, ଜାଣନ୍ତୁ କେଉଁ ବିମାନସେବା ପାଇଁ ମିଳୁଛି କେତେ ଡିସ୍‍କାଉଣ୍ଟ?

ଗ୍ରୀଷ୍ମଋତୁ ୨୦୨୫ ପାଇଁ ଭାରତୀୟ ବିମାନ ସେବାଗୁଡ଼ିକରେ ବିଭିନ୍ନ ଡିସ୍‍କାଉଣ୍ଟ ଏବଂ ଅଫର ଉପଲବ୍ଧ ରହିଛି। ଏକ ସୂଚନା ଅନୁଯାୟୀ, IndiGo ଏକ ଗ୍ରୀଷ୍ମକାଳୀନ ସେଲ୍‍ ଘୋଷଣା କରିଛି, ଯେଉଁଥିରେ ନିମ୍ନଲିଖିତ ଅଫର ମିଳୁଛି: ଇକୋନୋମି ଫେୟାର ଉପରେ ଅତିରିକ୍ତ ୫% ରିହାତି। IndiGoStretch (ପ୍ରିମିୟମ ସିଟ୍‍) ଉପରେ ୨୫% ରିହାତି। ପ୍ରି-ବୁକ୍‍ ଖାଦ୍ୟ ଉପରେ ୧୦% ରିହାତି। ନିର୍ଦ୍ଦିଷ୍ଟ 6E ଆଡ୍‍-ଅନ୍‍ (ଯେପରିକି ଲଗେଜ୍‍ କିମ୍ବା ସିଟ୍‍ ଚୟନ) ଉପରେ ୫୦% ପର୍ଯ୍ୟନ୍ତ ରିହାତି। XL … Continue reading ଗ୍ରୀଷ୍କଋତୁରେ ଉଡ଼ାଜାହାଜରେ ଯାତ୍ରା ପ୍ଲାନ୍‍ କରୁଛନ୍ତି କି, ଜାଣନ୍ତୁ କେଉଁ ବିମାନସେବା ପାଇଁ ମିଳୁଛି କେତେ ଡିସ୍‍କାଉଣ୍ଟ?