ଶିଶୁକୁ ବୋତଲରେ କ୍ଷୀର ପିଆଉଛନ୍ତି କି? ସାବଧାନ!
Baby Care: ଶିଶୁ ପାଇଁ ମା’ କ୍ଷୀର ଅମୃତ ସମାନ । ସେଥିପାଇଁ ଶିଶୁ ଜନ୍ମ ପରେ ଡାକ୍ତରମାନେ ଶିଶୁକୁ ମା’ କ୍ଷୀର ପିଏଇବାକୁ ପରାମର୍ଶ ଦେଇଥାନ୍ତି । ଶିଶୁକୁ ଛୋଟରୁ ବଡ଼ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ। ତାଙ୍କର ଠିକ ଭାବରେ ଯତ୍ନର ଦେବା ନିହାତି ଜରୁରୀ ହୋଇଥାଏ । ଏଥି ସହ ଛୋଟ ପିଲାମାଙ୍କର ବହୁତ କିଛି ସମସ୍ୟା ହୋଇଥାଏ, ଯାହା ପିତାମାତା ଜାଣିପାରି ନଥାନ୍ତି । ସେଥିପାଇଁ ପିଲାମାନେ ଅନେକ … Continue reading ଶିଶୁକୁ ବୋତଲରେ କ୍ଷୀର ପିଆଉଛନ୍ତି କି? ସାବଧାନ!
Copy and paste this URL into your WordPress site to embed
Copy and paste this code into your site to embed