ନିମ୍ନମାନର ପଦକ ଦେଇ ଠକିଦେଲେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜକ

Paris Olympic medals getting discolored: ପ୍ୟାରିସ୍‍ ଅଲିମ୍ପିକ୍ସ ଗତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଆରମ୍ଭ ହାେଇ ଅଗଷ୍ଟ ମାସ ୧୧ ତାରିଖରେ ଶଷ ହୋଇଥିଲା। ଇତି ମଧ୍ୟରେ ମାତ୍ର ୫ ମାସ ଅତିକ୍ରାନ୍ତ ହୋଇଛି। କିନ୍ତୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ଆୟୋଜକ ଲଜ୍ଜିତ ହୋଇଛନ୍ତି। ପଦକ ଜିତିଥିବା ପ୍ରତିଯୋଗୀମାେନ ପଦକର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାତ୍ବର ୫ ମାସ ମଧ୍ୟରେ ବହୁ ପଦକର ରଙ୍ଗ … Continue reading ନିମ୍ନମାନର ପଦକ ଦେଇ ଠକିଦେଲେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜକ