ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନରେ ବଡ଼ ବଡ଼ ଦଳ? || Are major parties in tension over Suryavanshi?

ବୟସ ମାତ୍ର କେଇ ବର୍ଷ… ଯେଉଁ ବୟସରେ ପିଲାମାନେ ନିଜ କ୍ୟାରିୟର କଥା ଚିନ୍ତା କରିବାକୁ ଆରମ୍ଭ କରନ୍ତି, ଯେଉଁ ବୟସରେ ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇବାକୁ ବି ବଡ଼ ବଡ଼ ଖେଳାଳି ଡରନ୍ତି, ସେହି ବୟସରେ ଜଣେ କିଶୋର କ୍ରିକେଟର ବିଶ୍ୱ ରେକର୍ଡ ଭାଙ୍ଗିବାର ହୁଙ୍କାର ଦେଉଛି! ଆଇପିଏଲ୍‌ (IPL) ଆରମ୍ଭ ହେବା ପୂର୍ବରୁ ହିଁ ସବୁ ଦଳର ଟେନସନ ବଢ଼ାଇ ଦେଇଛନ୍ତି ଜଣେ ୧୩ ବର୍ଷର କ୍ରିକେଟ୍ ଚମତ୍କାର। ଆମେ କହୁଛୁ ବୈଭବ ସୂର୍ଯ୍ୟବଂଶୀଙ୍କ … Continue reading ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନରେ ବଡ଼ ବଡ଼ ଦଳ? || Are major parties in tension over Suryavanshi?