୨୨୫ ବର୍ଷ ପୁରୁଣା ଆଇନକୁ ନେଇ କାହିଁକି ଟ୍ରମ୍ପଙ୍କ ଆମେରିକାରେ ଆତଙ୍କିତ ଭାରତୀୟ?

Donald Trump: ଆମେରିକାରେ ପୁଣିଥରେ ଏଲିୟନ ଶତ୍ରୁ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୨୫ ବର୍ଷ ପୁରୁଣା ଏହି ଆଇନକୁ ପୁନର୍ବାର ଲାଗୁ କରିବାକୁ ଧମକ ଦେଉଛନ୍ତି। ଏଭଳି ସ୍ଥିତିରେ ଆମେରିକାରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରିବା। ଟ୍ରମ୍ପ କେଉଁ ପୁରୁଣା ଆଇନକୁ ନେଇ ଧମକ ଦେଉଛନ୍ତି? କେତେ ପ୍ରବାସୀଙ୍କୁ ବହିଷ୍କାର କରାଯିବାର ଆଶଙ୍କା ରହିଛି। ଜାଣନ୍ତୁ ଏହି ୨୨୫ ବର୍ଷର ନିୟମର ରୋଚକ କାହାଣୀ। ଆମେରିକାର ନୂଆ … Continue reading ୨୨୫ ବର୍ଷ ପୁରୁଣା ଆଇନକୁ ନେଇ କାହିଁକି ଟ୍ରମ୍ପଙ୍କ ଆମେରିକାରେ ଆତଙ୍କିତ ଭାରତୀୟ?