Are Bangladesh and Pakistan scared of Rafale flight? ।। ରାଫେଲ ଉଡ଼ାଣକୁ ନେଇ ଭୟଭିତ ବାଂଲାଦେଶ ଏବଂ ପାକିସ୍ତାନ ?

ଭାରତ ଖୁବ୍‌ଶୀଘ୍ର ଉତ୍ତର-ପୂର୍ବ ଅଞ୍ଚଳରେ ବାୟୁ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି। ରାଫେଲ ଏବଂ ତେଜସ ଭଳି ଲଢ଼ୁଆ ବିମାନ ବାୟୁସେନା ଘାଟିରେ ପହଞ୍ଚିଛି। ଭାରତୀୟ ବାୟୁସେନା (IAF) ନଭେମ୍ବର ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବରେ ଏକ ବଡ଼ ଧରଣର ସାମରିକ ଅଭ୍ୟାସ ପାଇଁ ଏକ ନୋଟାମ ମଧ୍ୟ ଜାରି କରିଛି। ଏହି ଅଭ୍ୟାସ ଚୀନ୍, ଭୁଟାନ, ମିଆଁମାର ଏବଂ ବାଂଲାଦେଶ ସହିତ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ହେବ। ସୁଖୋଇ-୩୦MKI, … Continue reading Are Bangladesh and Pakistan scared of Rafale flight? ।। ରାଫେଲ ଉଡ଼ାଣକୁ ନେଇ ଭୟଭିତ ବାଂଲାଦେଶ ଏବଂ ପାକିସ୍ତାନ ?