ୱାକଫ୍ ଆଇନ ସଂଶୋଧନକୁ ସମର୍ଥନ:  ସୁପ୍ରିମକୋର୍ଟରେ ପଡ଼ିଲା ପିଟିସନ

Waqf (Amendment) Act: ସଂଶୋଧନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିସନ୍ ଦାଖଲ ହୋଇଥିବା ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଇଛି। ୱାକଫ୍ (ସଂଶୋଧନ) ଆଇନ, ୨୦୨୫କୁ ସମର୍ଥନ କରି ହିନ୍ଦୁ ସେନା ବୁଧବାର ସୁପ୍ରିମକୋର୍ଟରେ ହସ୍ତକ୍ଷେପ ପାଇଁ ଆବେଦନ କରିଛି। ଓ୍ଵାକଫ୍ ଆଇନ, ୧୯୯୫ରେ ଆଗତ ସଂଶୋଧନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିସନ୍ ଦାଏର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ … Continue reading ୱାକଫ୍ ଆଇନ ସଂଶୋଧନକୁ ସମର୍ଥନ:  ସୁପ୍ରିମକୋର୍ଟରେ ପଡ଼ିଲା ପିଟିସନ