Green Energy: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଅକ୍ଷୟ ଶକ୍ତି ପାଇଁ ଓଡ଼ିଶାରେ ୪,୫୦୦ କୋଟି ଟଙ୍କା ନିବେଶ କରିବ ଏବଂ ୩,୦୦୦ ନିଯୁକ୍ତି ସୃଷ୍ଟି କରିବ। ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଭାରତର ସବୁଜ ଲକ୍ଷ୍ୟ ସହିତ ସଂଯୁକ୍ତ ସୌର ପ୍ରକଳ୍ପ ପଦକ୍ଷେପକୁ ଦୃଢ ସମର୍ଥନ କରିଛନ୍ତି। ଅକ୍ଷୟ ଶକ୍ତିର ଭଣ୍ଡାର ହେବ ଓଡ଼ିଶା। ଯାହା ଭାରତର ସବୁଜ ଲକ୍ଷ୍ୟକୁ ପୂରଣ କରିବ। ଏଥିନେଇ ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଓଡ଼ିଶାରେ ୧୦୦୦ ମେଗାୱାଟ୍ ଅକ୍ଷୟ ଶକ୍ତି … Continue reading ଅକ୍ଷୟ ଶକ୍ତିର ଭଣ୍ଡାର ହେବ ଓଡ଼ିଶା: ଆପୋଲୋ ଗ୍ରୀନ୍ ଏନର୍ଜି ନିବେଶ କରିବ ୪୫୦୦ କୋଟି ଟଙ୍କା, ସୃଷ୍ଟି ହେବ ୩ ହଜାର ନିଯୁକ୍ତି
Copy and paste this URL into your WordPress site to embed
Copy and paste this code into your site to embed