ସଂସଦରେ ପ୍ରିୟଙ୍କାଙ୍କୁ ନିଆରା ବ୍ୟାଗ ଉପହାର ଦେଇ ଚମକାଇଲେ ଅପରାଜିତା

Aparajita : ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କାଙ୍କୁ ଯେଉଁ ବ୍ୟାଗ୍ ଉପହାର ଦେଇଛନ୍ତି ସେଥିରେ ’୧୯୮୪’ ଲେଖା ରହିଥିବାବେଳେ ରକ୍ତ ବୁନ୍ଦା ଚିତ୍ର ରହିଛି। ସଂସଦରେ ଗତ କିଛିଦିନ ହେଲା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବ୍ୟାଗକୁ ବଡ଼ ଚର୍ଚ୍ଚା ଲାଗି ରହିଛି । ଏହି ଚର୍ଚ୍ଚା ଭିତରେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଯାହାକୁ ନେଇ ଦେଶବ୍ୟାପୀ ଏବେ … Continue reading ସଂସଦରେ ପ୍ରିୟଙ୍କାଙ୍କୁ ନିଆରା ବ୍ୟାଗ ଉପହାର ଦେଇ ଚମକାଇଲେ ଅପରାଜିତା