ଫ୍ୟାନ୍ସ ଦେଖିଲେ ଅକାୟର ପ୍ରଥମ ଝଲକ…

Anushka and Virat Son Akaay: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ସନ୍ତୁଳନ ବଜାୟ ରଖିଛନ୍ତି। ବର୍ତ୍ତମାନ ସେ ମାତୃତ୍ୱକୁ ଭରପୂର ଉପଭୋଗ କରୁଛନ୍ତି। ସେ ଦୁଇ ସନ୍ତାନର ମା’ । ଅନୁଷ୍କା ଶର୍ମା ଏବଂ ସ୍ୱାମୀ ବିରାଟ କୋହଲିଙ୍କର ଗୋଟିଏ ଝିଅ ଭାମିକା ଏବଂ ଗୋଟିଏ ପୁଅ ଅକାୟ । ଅନୁଷ୍କା ଏବଂ କ୍ରିକେଟର ବିରାଟ ନିଜ ପିଲାଙ୍କ ଗୋପନୀୟତାକୁ ନେଇ ବହୁତ ସଚେତନ । ସେ ଏପର୍ଯ୍ୟନ୍ତ … Continue reading ଫ୍ୟାନ୍ସ ଦେଖିଲେ ଅକାୟର ପ୍ରଥମ ଝଲକ…