Anubhav Mohanty ।। ଅନୁଭବଙ୍କୁ ଝଟକା, ଖାରଜ ହେଲା ଆବେଦନ
ଓଡ଼ିଆ ସିନେମା ଜଗତର ପରିଚିତ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଝଟକା ମିଳିଛି। ତାଙ୍କ ବିରୋଧରେ ରୁଜୁ ଥିବା ଯୌତୂକ ନିର୍ଯାତନା ମାମଲାରେ ଓଡ଼ିଶା ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହା ସହ ତଳ କୋର୍ଟ ଦ୍ୱାରା ହୋଇଥିବା ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହାର ଅର୍ଥ ହେଉଛି ଏବେ ଅନୁଭବ ମହାନ୍ତିଙ୍କ ବିରୋଧରେ ଯୌତୂକ ନିର୍ଯାତନା ମାମଲାରେ ବିଚାର ପ୍ରକ୍ରିୟା ଚାଲିବ। ସୂଚନାଯୋଗ୍ୟ ଯେ, ଓଡ଼ିଆ ଅଭିନେତ୍ରୀ … Continue reading Anubhav Mohanty ।। ଅନୁଭବଙ୍କୁ ଝଟକା, ଖାରଜ ହେଲା ଆବେଦନ
Copy and paste this URL into your WordPress site to embed
Copy and paste this code into your site to embed