ପଳାୟନପନ୍ଥୀ ବିରୋଧୀ ଦଳ? || Anti-escape party?

ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବା ସହିତ ଯାହା ଦୃଶ୍ୟ ପ୍ରକାଶ ପାଇଛି, ସେଥିରେ ଲୋକତନ୍ତ୍ରର ସାର୍ଥକତା ନେଇ ଗଭୀର ପ୍ରଶ୍ନ ଉଠିଛି। ୧୭ ତାରିଖରୁ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ, ଶୋକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଓ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ବ୍ୟତୀତ ଗୃହରେ ପ୍ରାୟ କୌଣସି କାର୍ଯ୍ୟ ହୋଇନାହିଁ। ଦିନକୁ ଦିନ ହଟ୍ଟଗୋଳ, ସ୍ଲୋଗାନବାଜି ଓ ଗୃହ ମଧ୍ୟରେ ପ୍ରତିବାଦ—ଏହା ହେଉଛି ଅଧିବେଶନର … Continue reading ପଳାୟନପନ୍ଥୀ ବିରୋଧୀ ଦଳ? || Anti-escape party?