Anti-Corruption Week and the real situation in the state ।। ଦୁର୍ନୀତି ନିବାରଣ ସପ୍ତାହ ଓ ରାଜ୍ୟର ବାସ୍ତବ ପରିସ୍ଥିତି

ରାଜ୍ୟରେ ଏବେ “ଦୁର୍ନୀତି ନିବାରଣ ସପ୍ତାହ” ପାଳନ ହେଉଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ଓ ଉଚ୍ଚ ଅଧିକାରୀମାନେ ଦୁର୍ନୀତି ବିରୋଧରେ ଶପଥ ନେଉଛନ୍ତି— ଯେ, ସେମାନେ ସତ୍ୟ ଓ ସ୍ୱଚ୍ଛତା ଅବଲମ୍ବନ କରି ଦୁର୍ନୀତିକୁ ରୋକିବେ। କିନ୍ତୁ ଏହି ଶପଥ କେବଳ ପ୍ରଚାରରେ ସୀମିତ ରହିଯାଉଛି। ତଳସ୍ତରରେ ପ୍ରଶାସନ ଓ ଶାସନ ବ୍ୟବସ୍ଥା ଭିତରେ ଦୁର୍ନୀତି ଏତେ ଗଭୀରଭାବେ ବ୍ୟାପି ଯାଇଛି ଯେ, ଏକ ସପ୍ତାହର ଶପଥପାଠ ଦ୍ୱାରା ତାହାକୁ ହଟାଇବା ଅସମ୍ଭବ। ସରକାର ଦୁର୍ନୀତି ବିରୋଧରେ ଦୁଇଟି … Continue reading Anti-Corruption Week and the real situation in the state ।। ଦୁର୍ନୀତି ନିବାରଣ ସପ୍ତାହ ଓ ରାଜ୍ୟର ବାସ୍ତବ ପରିସ୍ଥିତି