କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ‘ଆସିବାକୁ ଥିବା ନୂତନ ଦୁର୍ନୀତି ନିରୋଧୀ ବିଲ୍ଗୁଡ଼ିକର ଉଦ୍ଦେଶ୍ୟ କଦାପି ଅଣ-ବିଜେପି ସରକାରଗୁଡ଼ିକୁ ଦୁର୍ବଳ କରିବା ନୁହେଁ।’ ‘କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ ଆଇନ ସଂଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି ଏବଂ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ଦଳ ଦ୍ୱାରା ପରିଚାଳିତ ରାଜ୍ୟ ସରକାରଗୁଡ଼ିକୁ ଅସ୍ଥିର କରିବା ପାଇଁ ଏହା ଅଣାଯାଉଛି’ ବୋଲି ବିରୋଧୀ ଦଳଗୁଡ଼ିକ ଯେଉଁ ଅଭିଯୋଗ ଆଣିଥିଲେ, ତାହାକୁ ଗୃହ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। … Continue reading “ଦୁର୍ନୀତି ବିରୋଧୀ ବିଲ୍ର ଉଦ୍ଦେଶ୍ୟ ଅଣ-ବିଜେପି ସରକାରଙ୍କୁ ଦୁର୍ବଳ କରିବା ନୁହେଁ”: ଗୃହ ମନ୍ତ୍ରଣାଳୟ || “Anti-corruption bill not intended to weaken non-BJP governments”: Home Ministry
Copy and paste this URL into your WordPress site to embed
Copy and paste this code into your site to embed