Another tribal couple forced to pull plough in Odisha ।। ପ୍ରେମୀ ଯୁଗଳଙ୍କ ପିଛା ଛାଡୁନି ତାଲିବାନୀ ଶାସନ

ଓଡ଼ିଶା ପାଲଟିଛି ତାଲିବାନ ଆଉ ଏଠି ପ୍ରେମ କରିବା ମହାପାପ । ପ୍ରେମ କରିବ ତ ବଳଦ ହେବ, ହଳ କରିବ ଆଉ ଗାଁରୁ ବାଛନ୍ଦ ହୋଇ ରହିବ। ଆମେ ଏମିତି କାହିଁକି କହୁଛୁ ଆପଣ ଏହି ଆଲେଖ୍ୟ ପଢିବା ପରେ ଜାଣିପାରିବେ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଞ୍ଜାମଯୋଡି ଗାଁରେ ପ୍ରେମୀ ଯୁଗଳଙ୍କ କାନ୍ଧରେ ଜୁଆଳି ପକାଇ ଜମିରେ ହଳ କରିବା ଘଟଣାର ଦୁଇଦିନ ପରେ କୋରାପୁଟ ନାରାୟଣପାଟଣାରୁ ସମାନ ଘଟଣା ସାମ୍ନାକୁ ଆସିଛି । … Continue reading Another tribal couple forced to pull plough in Odisha ।। ପ୍ରେମୀ ଯୁଗଳଙ୍କ ପିଛା ଛାଡୁନି ତାଲିବାନୀ ଶାସନ