ପୁଣି ରତ୍ନ ଭଣ୍ଡାର ଝଡ଼ || Another treasure trove storm

ଓଡ଼ିଶାର ରାଜନୈତିକ ଆକାଶରେ ଏବେ ‘ରତ୍ନଭଣ୍ଡାର’ ପ୍ରସଙ୍ଗକୁ ନେଇ ଝଡ଼। ବିଜେଡି ନେତା ବବି ଦାସଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବଂ ତା’ର ଜବାବରେ ରାଜ୍ୟ ଆଇନ ମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଓଡ଼ିଶା ରାଜନୀତିକୁ ଏକ ନୂଆ ମୋଡ଼କୁ ନେଇଯାଇଛି। ଗୋଟିଏ ପଟେ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ, ଅନ୍ୟପଟେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ‘ମିଥ୍ୟା’କୁ ଅସ୍ତ୍ର କରାଯାଇଥିବା ଅଭିଯୋଗ ହେଉଛି। ଏହି ଲଢ଼େଇ ଭିତରେ ସାଧାରଣ ଓଡ଼ିଆର ଆସ୍ଥା ଓ … Continue reading ପୁଣି ରତ୍ନ ଭଣ୍ଡାର ଝଡ଼ || Another treasure trove storm