ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ବାର୍ଷିକ ଫୁଲ ପ୍ରଦର୍ଶନୀ ୨୦୨୫

ଭୁବନେଶ୍ୱର ଏକାମ୍ର କାନନ ସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (ଆରପିଆରସି)ରେ ମଙ୍ଗଳବାର ବାର୍ଷିକ ଫୁଲ ପ୍ରଦର୍ଶନୀ ୨୦୨୫ ଉଦ୍ ଘାଟିତ ହୋଇଯାଇଛି। ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସହଯୋଗରେ ଆୟୋଜିତ ଏହି ଫ୍ଲାୱାର ସୋ’କୁ ମୁଖ୍ୟମନ୍ତ୍ରୀ ମୋହନ ଚାନ ମାଝୀ ଉଦ୍ ଘାଟନ କରିଥିଲେ। ଜାନୁଆରି ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ସୋ’ରେ ରାଜ୍ୟର ୭୦ରୁ ଅଧିକ ଅନୁଷ୍ଠାନ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରେମ, … Continue reading ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ବାର୍ଷିକ ଫୁଲ ପ୍ରଦର୍ଶନୀ ୨୦୨୫