ନୂତନ ଦଳ ଗଠନ କରିବାକୁ ଅନ୍ନାମଲାଇଙ୍କ ପଦକ୍ଷେପ; ଜାଣନ୍ତୁ କଣ କହିଲେ? || Annamalai’s move to form a new party; What did she say?

ତାମିଲନାଡୁର ପୂର୍ବତନ ବିଜେପି ସଭାପତି କେ. ଅନ୍ନାମଲାଇ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପି ସଭାପତି ନୀତିନ ନବୀନ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ତାଙ୍କ ଇସ୍ତଫାପତ୍ର ପରେ ଅନ୍ନାମଲାଇଙ୍କ ପ୍ରଥମ ବିବୃତ୍ତି ପ୍ରକାଶ ପାଇଛି; ସେ ଘୋଷଣା କରିଛନ୍ତି, “ଆମେ ଆଜିଠାରୁ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛୁ। ଆମର ରାଜନୈତିକ ଦଳ ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିବ।” ବିଜେପିରୁ ଇସ୍ତଫା ଦେବା ପରେ, ଅନ୍ନାମଲାଇ ମନ୍ତବ୍ୟ ଦେଇଥିଲେ ଯେ ସେ … Continue reading ନୂତନ ଦଳ ଗଠନ କରିବାକୁ ଅନ୍ନାମଲାଇଙ୍କ ପଦକ୍ଷେପ; ଜାଣନ୍ତୁ କଣ କହିଲେ? || Annamalai’s move to form a new party; What did she say?