ବାଛୁରୀ ପାଟିରେ ବୋମା ପୁରାଇଦେଲେ ତା ପରେ ଏମିତି ହେଲା ।। Animal Cruelty
ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଫୁଟି ଏକ ନିର୍ଦୋଷ ବାଛୁରୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ଆସିଛି। ଏହି ଅମାନବିକ ଘଟଣା ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ପଞ୍ଚାୟତର ଦରଖୋଳା ଗାଁରେ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କେତେକ ଦୁର୍ବୃତ୍ତ ବାରହା ଶିକାର ପାଇଁ ଖାଦ୍ୟ ଭିତରେ ବିସ୍ଫୋରକ ଦ୍ରବ୍ୟ ଖଞ୍ଜି ରଖିଥିଲେ। ଗାଁରେ ଚରୁଥିବା ବାଛୁରୀ ଏହାକୁ ଖାଦ୍ୟ ଭାବି ଖାଇବାକୁ … Continue reading ବାଛୁରୀ ପାଟିରେ ବୋମା ପୁରାଇଦେଲେ ତା ପରେ ଏମିତି ହେଲା ।। Animal Cruelty
Copy and paste this URL into your WordPress site to embed
Copy and paste this code into your site to embed