ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ନୁହେଁ ମିଳିବ ୬୫୦୦ ଟଙ୍କା
Anganwadi Worker: ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା। ବଞ୍ଚିତ ହୋଇଥିବା ମହିଳାଙ୍କ ପାଇଁ ଡୋର୍ ଟୁ ଡୋର୍ ସର୍ଭେ କରିବେ ସରକାର। ହେଲେ ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ନେଇ ସରକାର କରିଛନ୍ତି ଏକ ବଡ଼ ଘୋଷଣା । ଏବେ ୫ ନୁହେଁ ମିଳିବ ୬୫୦୦ ଟଙ୍କା । ହେଲେ ସମସ୍ତଙ୍କ … Continue reading ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ନୁହେଁ ମିଳିବ ୬୫୦୦ ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed