ଓଡ଼ିଶାର ସମ୍ପତ୍ତିରେ ଆନ୍ଧ୍ରର ଶିଳ୍ପ? ଆର୍ସେଲର ମିତ୍ତଲ ପ୍ରକଳ୍ପ ସ୍ଥାନାନ୍ତରକୁ ନେଇ ବଢୁଛି ଜନଅସନ୍ତୋଷ || Andhra Pradesh’s industries in Odisha’s possession? Public discontent is growing over the relocation of ArcelorMittal’s project

ଓଡ଼ିଶାର ଖଣିଜ ସମ୍ପଦ, ଓଡ଼ିଶାର ଶ୍ରମିକ, କିନ୍ତୁ ଶିଳ୍ପ ପ୍ରତିଷ୍ଠା ହେବ ପଡ଼ୋଶୀ ରାଜ୍ୟରେ! ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (AM/NS) ପ୍ଲାଣ୍ଟ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର ହେବା ଖବର ଏବେ ରାଜ୍ୟର ଶିଳ୍ପ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବର୍ତ୍ତମାନର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନବୀନଙ୍କ ଜାପାନ ଗସ୍ତ ଓ ସେହି ଐତିହାସିକ … Continue reading ଓଡ଼ିଶାର ସମ୍ପତ୍ତିରେ ଆନ୍ଧ୍ରର ଶିଳ୍ପ? ଆର୍ସେଲର ମିତ୍ତଲ ପ୍ରକଳ୍ପ ସ୍ଥାନାନ୍ତରକୁ ନେଇ ବଢୁଛି ଜନଅସନ୍ତୋଷ || Andhra Pradesh’s industries in Odisha’s possession? Public discontent is growing over the relocation of ArcelorMittal’s project