ଆନ୍ଧ୍ରରେ ଚଳନ୍ତି ବସ୍ ରେ ଲାଗିଲା ନିଆଁ ;ଘଟଣାସ୍ଥଳରେ ଗଲା ୧୩ ଜୀବନ || Andhra bus accident catches fire in Prakasam

ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାରେ ଗୁରୁବାର ରାୟଭରମ ନିକଟରେ ଏକ ଘରୋଇ ବସ୍ ଟିପ୍ପର ଲରିକୁ ଧକ୍କା ଦେବାରୁ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ଘଟିଛି ୧୩ ଜଣଙ୍କର ମୃତ୍ୟୁ । ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ଅଧିକାରୀମାନେ କହିଛନ୍ତି। ହରିକୃଷ୍ଣ ଟ୍ରାଭେଲ୍ସ ଦ୍ୱାରା ପରିଚାଳିତ ଏହି ବସ୍ ଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଯାଉଥିବା ବେଳେ ସ୍ଲାବ୍ ଖଣି ନିକଟରେ ଧକ୍କା … Continue reading ଆନ୍ଧ୍ରରେ ଚଳନ୍ତି ବସ୍ ରେ ଲାଗିଲା ନିଆଁ ;ଘଟଣାସ୍ଥଳରେ ଗଲା ୧୩ ଜୀବନ || Andhra bus accident catches fire in Prakasam