ଆଉ ମାତ୍ର ୪୫ ଦିନ ପରେ ବାଲାଂଦେଶୀଙ୍କ ଏଣ୍ଟ୍ରି ବ୍ୟାନ! || And just 45 days later, Balandeshi’s entry ban!

ଭାରତ-ବାଲାଂଦେଶ ସୀମାକୁ ନେଇ ପୁଣିଥରେ ଜାତୀୟ ସୁରକ୍ଷା ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ପଶ୍ଚିମବଙ୍ଗରେ BJP ସରକାର ଗଠନ ପରେ ସୀମା ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଥିବା ଖବର ଆସୁଛି। ଭାରତ-ବାଲାଂଦେଶ ସୀମାର ସେହି ୫୬୯ କିଲୋମିଟର ଅଞ୍ଚଳ, ଯେଉଁଠାରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାଡ଼ ହୋଇନଥିଲା, ସେଠାରେ ଏବେ ତ୍ୱରିତ ଗତିରେ ସୀମା ବାଡ଼ ନିର୍ମାଣ କରାଯିବ। ସୂଚନା ଅନୁସାରେ, BSF କୁ ଜମି ହସ୍ତାନ୍ତର ପ୍ରକ୍ରିୟା ୪୫ ଦିନ ମଧ୍ୟରେ ସମାପ୍ତ କରିବା ପାଇଁ … Continue reading ଆଉ ମାତ୍ର ୪୫ ଦିନ ପରେ ବାଲାଂଦେଶୀଙ୍କ ଏଣ୍ଟ୍ରି ବ୍ୟାନ! || And just 45 days later, Balandeshi’s entry ban!