ଅରାଜକତା ଏବଂ ଦେଶବିରୋଧୀ ଷଡ଼ଯନ୍ତ୍ର: ଛାତ୍ର ଆନ୍ଦୋଳନ ନା ରାଜନୈତିକ ରୁଟି ସେକିବା? || Anarchy and anti-national conspiracy: Student movement or political baking?

ଗତ କିଛିଦିନ ହେବ ଦେଶରେ ଛାତ୍ର ଆନ୍ଦୋଳନ ଏବଂ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ନେଇ ଯେଉଁ ଘଟଣାକ୍ରମ ଚାଲିଛି, ତାହା କେବଳ ଏକ ସାଧାରଣ ପ୍ରତିବାଦ ନୁହେଁ, ବରଂ ଏହା ପଛରେ ରହିଛି ଏକ ବଡ଼ଧରଣର ରାଜନୈତିକ ଷଡ଼ଯନ୍ତ୍ର ଏବଂ ବିଦେଶୀ ଶକ୍ତିମାନଙ୍କର ଇସାରା। ଜନ୍ତରମନ୍ତରରୁ ସଂସଦ ଘେରାଉ ନା ଅରାଜକତାର ଖେଳ? କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ଆରମ୍ଭ ହୋଇଥିଲା ସୋନମ ୱାଙ୍ଗଚୁକ ଏବଂ ଦୀପକେଙ୍କ ଦ୍ୱାରା ଜନ୍ତରମନ୍ତରରେ ଅନଶନରୁ। ଦୁଇ ଦିନ ବସିବା ପରେ … Continue reading ଅରାଜକତା ଏବଂ ଦେଶବିରୋଧୀ ଷଡ଼ଯନ୍ତ୍ର: ଛାତ୍ର ଆନ୍ଦୋଳନ ନା ରାଜନୈତିକ ରୁଟି ସେକିବା? || Anarchy and anti-national conspiracy: Student movement or political baking?