ବିହାରର ବାହୁବଳୀ ନେତାଙ୍କ ଉପରେ ଆକ୍ରମଣ କରିଥିବା ସୋନୁ-ମୋନୁ କିଏ?

Anant Singh: ମୋକାମାରେ ବିହାରର ବାହୁବଳୀ ଅନନ୍ତ ସିଂହଙ୍କୁ ସୋନୁ ମୋନୁ ଗ୍ୟାଙ୍ଗ ଆକ୍ରମଣ କରିଥିଲା। ୧୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚାଳନା ହୋଇଥିବା କୁହାଯାଉଛି। ତେବେ ଏହି ଆକ୍ରମଣରେ ଅନନ୍ତ ସିଂହ ବର୍ତ୍ତି ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କାରବାର ବିବାଦ କାରଣରୁ ଏହି ଆକ୍ରମଣ ହୋଇଥିଲା। ବିହାରର ବାହୁବଳୀ ନେତା ତଥା ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କୁ ବୁଧବାର ସଂନ୍ଧ୍ୟାରେ ମୋକାମାରେ … Continue reading ବିହାରର ବାହୁବଳୀ ନେତାଙ୍କ ଉପରେ ଆକ୍ରମଣ କରିଥିବା ସୋନୁ-ମୋନୁ କିଏ?