ପ୍ରକୃତିର ଆଶ୍ଚର୍ଯ୍ୟ ଓଡ଼ିଶାର କାହ୍ନାକୁଣ୍ଡ

Tourisim: ଏହି ‘ଲୁଚି ରହିଥିବା ରତ୍ନ’କୁ ଗ୍ଲୋବାଲ ହଟସ୍ପଟରେ ପରିଣତ କରିବାକୁ ଆନନ୍ଦ ମହିନ୍ଦ୍ରାଙ୍କ ଆହ୍ୱାନ ନିକଟରେ ଅନୁଷ୍ଠିତ ଓଡ଼ିଶା ଟ୍ରାଭେଲ ବଜାର କନକ୍ଲେଭରେ ରାଜ୍ୟ ସରକାର ଏହାର ବେଳାଭୂମି, ଘଞ୍ଚ ଜଙ୍ଗଲ, ପାହାଡ଼, ଜଳପ୍ରପାତ, ସ୍ମାରକୀ ଓ ମନ୍ଦିରକୁ ଶ୍ରେଷ୍ଠ ବିବାହ ସ୍ଥଳୀ ଭାବେ ପ୍ରୋତ୍ସାହିତ କରିବା ସହ ହୋମଷ୍ଟେ ଓ ଦୁଃସାହସିକ କ୍ରୀଡ଼ା, ଅର୍ଥନୀତି ଓ ବ୍ୟବସାୟିକ ସୁଯୋଗ ବୃଦ୍ଧି ପାଇଁ ନୂଆ ନୀତି ପ୍ରଣୟନ କରିଛନ୍ତି। ବିଶ୍ୱ ବଜାରରେ ଓଡ଼ିଶାର ଅନନ୍ୟ ସ୍ୱାଦ … Continue reading ପ୍ରକୃତିର ଆଶ୍ଚର୍ଯ୍ୟ ଓଡ଼ିଶାର କାହ୍ନାକୁଣ୍ଡ