ପଡ଼ୋଶୀ ଦେଶ ପାକିସ୍ତାନ ସବୁବେଳେ ଭାରତ ବିରୋଧରେ କିଛି ନା କିଛି ଅପକର୍ମ କରିବାକୁ ଚେଷ୍ଟା କରିଥାଏ। ଯେତେବେଳେ ଭାରତୀୟ ସେନାର ପରାକ୍ରମ ଯୋଗୁଁ ସୀମାରେ ସ୍ଥଳପଥରେ ଅନୁପ୍ରବେଶ କରିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଅସମ୍ଭବ ହୋଇପଡ଼ିଲା, ସେତେବେଳେ ସେମାନେ ଆକାଶମାର୍ଗକୁ ଆପଣେଇଲେ। ବିଗତ କିଛିବର୍ଷ ହେବ ପଞ୍ଜାବ, ଜାମ୍ମୁ-କାଶ୍ମୀର ଏବଂ ରାଜସ୍ଥାନ ସୀମାରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଏବଂ ଡ୍ରଗ୍ସ ମାଫିଆମାନେ ଡ୍ରୋନ୍ ସାହାଯ୍ୟରେ କ୍ରମାଗତ ଭାବେ ଲକ୍ଷ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଏବଂ … Continue reading ପାକିସ୍ତାନ ସୀମାରେ ନିର୍ମାଣ ହେବ ଅଦୃଶ୍ୟ ‘ଆଣ୍ଟି-ଡ୍ରୋନ୍ ୱାଲ୍’! || An unprecedented ‘anti-drone wall’ will be built on the Pakistan border!
Copy and paste this URL into your WordPress site to embed
Copy and paste this code into your site to embed