An opportunity or a time of concern for Vedanta University in Odisha? ।। ବେଦାନ୍ତ ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ସୁଯୋଗ କି ଚିନ୍ତାର ଅବସର?

ଓଡ଼ିଶାର ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ବେଦାନ୍ତ ଗ୍ରୁପର ନାମ ଅନେକ ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଲାଞ୍ଜିଗଡ଼ର ଖଣି ପ୍ରକଳ୍ପରୁ ଆରମ୍ଭ କରି ଆଲୁମିନିୟମ ଫ୍ୟାକ୍ଟ୍ରି, ସାମାଜିକ ପୁନର୍ବାସ, ଆଦିବାସୀ ଅଧିକାର ଏବଂ ପରିବେଶ ଉପରେ ପ୍ରଭାବ – ଏହି ସମସ୍ତ ବିଷୟ ନେଇ ବେଦାନ୍ତ ଉପରେ ଗଭୀର ବିବାଦ ରହିଛି । ଏବେ ପୁନର୍ବାର ସେଇ ନାମ ଆସିଛି- ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇ ଅନିଲ ଅଗ୍ରୱାଲଙ୍କ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ଗସ୍ତ … Continue reading An opportunity or a time of concern for Vedanta University in Odisha? ।। ବେଦାନ୍ତ ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ସୁଯୋଗ କି ଚିନ୍ତାର ଅବସର?