ଉତ୍ତରପ୍ରଦେଶର ରାଜନୀତିରେ ଏବେଠାରୁ ଆରମ୍ଭ ହୋଇଗଲାଣି ୨୦୨୭ ନିର୍ବାଚନର ମହାଲଢ଼େଇ। ନିର୍ବାଚନକୁ ଆହୁରି କିଛି ମାସ ବାକି ଥିବାବେଳେ ରାଜ୍ୟର ରାଜନୈତିକ ପାଣିପାଗ କିନ୍ତୁ ଗରମ ହେବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଶାସନ ଏବଂ ସଂଗଠନକୁ ଆଧାର କରି ପୁଣିଥରେ କ୍ଷମତାକୁ ଫେରିବାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ PDA ରାଜନୀତିକୁ ଅସ୍ତ୍ର କରିଛନ୍ତି। ଏହି ଲଢ଼େଇ ଭିତରେ … Continue reading An earthquake in Uttar Pradesh politics! II ଉତ୍ତରପ୍ରଦେଶ ରାଜନୀତିରେ ଭୂକମ୍ପ! ଯୋଗୀ ଓ ଅଖିଳେଶଙ୍କ ଚିନ୍ତା ବଢ଼ାଉଛି କି ନୂଆ ରାଜନୈତିକ ସମୀକରଣ?
Copy and paste this URL into your WordPress site to embed
Copy and paste this code into your site to embed