Naxal Encounter: ୩୦ ନିହତଙ୍କ ମଧ୍ୟରେ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ଶୀର୍ଷ ନକ୍ସଲ ନେତା ବାସଭରାଜ

Naxal Encounter: ଛତିଶଗଡର ନାରାୟଣପୁର ଜିଲ୍ଲାରେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଯବାନଙ୍କ ସହ ଏନକାଉଣ୍ଟରରେ ପ୍ରାୟ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିବା ଶୀର୍ଷ ନକ୍ସଲ ନେତା ନାମ୍ବାଲା କେଶବ ରାଓ ଓରଫ ବାସଭରାଜଙ୍କ ସମେତ ପ୍ରାୟ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ବାସଭରାଜ ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ସାଧାରଣ ସମ୍ପାଦକ ମଧ୍ୟ ଥିଲେ। … Continue reading Naxal Encounter: ୩୦ ନିହତଙ୍କ ମଧ୍ୟରେ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ଶୀର୍ଷ ନକ୍ସଲ ନେତା ବାସଭରାଜ