Amit Shah tells the story behind Operation Mahadev ।। ଅମିତ ଶାହ ଅପରେସନ୍ ମହାଦେବ ପଛର କାହାଣୀ ବଖାଣିଲେ

ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ କଡ଼ା ଟାର୍ଗେଟ କରିଥିଲେ । ଚିଦାମ୍ବରମ ପହଲଗାମ ଆକ୍ରମଣର ଆତଙ୍କବାଦୀଙ୍କୁ ‘ସ୍ଥାନୀୟ’ କହି ଏବଂ ପାକିସ୍ତାନରୁ ଆସିବାର ପ୍ରମାଣ ମାଗି ବିବାଦ ସୃଷ୍ଟି କରିଥିଲେ । ଏହି ଆକ୍ରମଣରେ ୨୬ ଜଣ ଲୋକକୁ ମାରିଥିେଲ । ଶାହ କହିଛନ୍ତି ଯେ ଚିଦାମ୍ବରମଙ୍କ ବୟାନ ପାକିସ୍ତାନକୁ ‘କ୍ଲିନ୍ ଚିଟ୍’ ଦେବା ପରି । ସେ ଜୋର ଦେଇ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ଦୋଷୀ ତିନି … Continue reading Amit Shah tells the story behind Operation Mahadev ।। ଅମିତ ଶାହ ଅପରେସନ୍ ମହାଦେବ ପଛର କାହାଣୀ ବଖାଣିଲେ