ଜେଲ୍ ଯିବେ ଅମିଷା ପଟେଲ ! ।। Amisha Patel
ଭାରତୀୟ ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ଅମିଷା ପଟେଲ ଏକ ଚେକ୍ ବାଉନ୍ସ ମାମଲାରେ ଖବରକୁ ଆସିଛନ୍ତି। ମୋରାଦାବାଦର ଜୁନିୟର ଡିଭିଜନ କୋର୍ଟରେ ଏହି ମାମଲା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ଏକ ବିବାହ କାର୍ଯ୍ୟକ୍ରମରେ ପରଫର୍ମ କରିବା ପାଇଁ ଅମିଷାଙ୍କୁ ନିଯୁକ୍ତ କରାଯାଇଥିଲା ଏବଂ ଅଗ୍ରୀମ ୧୪.୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ, ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଯୋଗ ଦେଇପାରିନଥିଲେ, ଯାହା ପରେ ପବନ ବର୍ମା ଦାବି କରିଥିଲେ ଯେ ସେ ଟଙ୍କା ଫେରାଇଥାନ୍ତେ। ଏହି ମାମଲାରେ … Continue reading ଜେଲ୍ ଯିବେ ଅମିଷା ପଟେଲ ! ।। Amisha Patel
Copy and paste this URL into your WordPress site to embed
Copy and paste this code into your site to embed