ଜାତୀୟ ସଂଗୀତକୁ ଅସମ୍ମାନ ହେବାରୁ ତାମିଲନାଡୁ ରାଜ୍ୟପାଳ ଛାଡ଼ିଲେ ବିଧାନସଭା
Tamil Nadu: ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଆର.ଏନ୍ ରବି ପାରମ୍ପାରିକ ସୂଚନା ନ ଦେଇ ରାଜ ଭବନରୁ ବାହାରକୁ ଯାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହାସହ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରବି ତାଙ୍କ ଅଭିଭାଷଣ ପ୍ରଦାନ କରିନଥିଲେ। ରାଜ ଭବନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ରାଜ୍ୟପାଳ ବିଧାନସଭାରେ ପହଞ୍ଚିବା ପରେ ଜାତୀୟ ସଂଗୀତ ‘ତାମିଲ ତାଇ ଭାଜଥୁ’ (Tamil Tai Vazhthu) ଗାନ କରାଯାଇଥିଲା, ଯାହା … Continue reading ଜାତୀୟ ସଂଗୀତକୁ ଅସମ୍ମାନ ହେବାରୁ ତାମିଲନାଡୁ ରାଜ୍ୟପାଳ ଛାଡ଼ିଲେ ବିଧାନସଭା
Copy and paste this URL into your WordPress site to embed
Copy and paste this code into your site to embed