ନିର୍ମଳାଙ୍କ ବଜେଟ ପେଡ଼ିରେ ବିଦ୍ୟାର୍ଥୀଙ୍କ ପାଇଁ କ’ଣ ଅଛି? ଶିକ୍ଷାଋଣ ହେବକି ସହଜ?

What is Budget for Education in India: କେନ୍ଦ୍ର ବଜେଟ୍ ୨୦୨୫ରେ ଶିକ୍ଷା ଓ ନିଯୁକ୍ତି ପାଇଁ କ’ଣ ମିଳିପାରିବ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବର୍ଷ ବର୍ଷ ଧରି ଭାରତରେ ଶିକ୍ଷା, ଚାକିରି, ଛାତ୍ରଛାତ୍ରୀଙ୍କୁ କ’ଣ ଦିଆଯାଇଛି ତାହା ଏହି ଲେଖାରେ ବର୍ଣ୍ଣନା କରାଯାଇଛି। କ’ଣ କହୁଛନ୍ତି ବିଶେଷଜ୍ଞ? ଫେବ୍ରୁଆରି ୧ରେ ଉପସ୍ଥାପିତ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ।. ବଜେଟରେ ଛାତ୍ରଛାତ୍ରୀଶିକ୍ଷା ପାଇଁ କ’ଣ ଆଶା କରିପାରିବେ? ଗତବର୍ଷର ଶିକ୍ଷା ବଜେଟରେ … Continue reading ନିର୍ମଳାଙ୍କ ବଜେଟ ପେଡ଼ିରେ ବିଦ୍ୟାର୍ଥୀଙ୍କ ପାଇଁ କ’ଣ ଅଛି? ଶିକ୍ଷାଋଣ ହେବକି ସହଜ?