କ୍ୟାବିନେଟ୍ ପୁନର୍ଗଠନର କଳ୍ପନାଜଳ୍ପନା ମଧ୍ୟରେ ; ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ମନ୍ତ୍ରୀଙ୍କୁ ଆଜି ଦିଲ୍ଲୀରେ ରହିବାକୁ ଅନୁରୋଧ || Amid speculation of cabinet reshuffle; all PM Modi’s ministers asked to be in Delhi today

ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକାରିତା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ସେଗୁଡ଼ିକର ଫଳାଫଳ ଏବଂ ଭବିଷ୍ୟତ ଯୋଜନା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ଏନେଇ ସରକାରୀ ସୂତ୍ରରୁ ମିଳିଛି ଏହି ସୂଚନା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟାନ୍ୟ ରାଷ୍ଟ୍ରମନ୍ତ୍ରୀମାନେ … Continue reading କ୍ୟାବିନେଟ୍ ପୁନର୍ଗଠନର କଳ୍ପନାଜଳ୍ପନା ମଧ୍ୟରେ ; ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ମନ୍ତ୍ରୀଙ୍କୁ ଆଜି ଦିଲ୍ଲୀରେ ରହିବାକୁ ଅନୁରୋଧ || Amid speculation of cabinet reshuffle; all PM Modi’s ministers asked to be in Delhi today