ପାକିସ୍ତାନରେ କେକ୍ କାଟି ପହଲଗାମ ଆକ୍ରମଣର ଉତ୍ସବ ମାନାଯାଇଛି କି ?
Pahalgam terror attack: ବର୍ବର ପହଲଗାମ ଆତଙ୍କବାଦୀ ଆକ୍ରମଣ ଦେଶକୁ ସ୍ତବ୍ଧ କରିଦେଇଛି। ମଙ୍ଗଳବାର ଏହି ଭୟଙ୍କର ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ପହଲଗାମ ଆକ୍ରମଣ ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଜଣେ ବ୍ୟକ୍ତି କେକ୍ ନେଇ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ହାତରେ କେକ୍ ବକ୍ସ ଧରି ଦୂତାବାସକୁ ଯାଉଥିବା … Continue reading ପାକିସ୍ତାନରେ କେକ୍ କାଟି ପହଲଗାମ ଆକ୍ରମଣର ଉତ୍ସବ ମାନାଯାଇଛି କି ?
Copy and paste this URL into your WordPress site to embed
Copy and paste this code into your site to embed