ଆମେରିକାର ମହଙ୍ଗା ଯୁଦ୍ଧ! || America’s most expensive war!

ଆଧୁନିକ ଯୁଦ୍ଧ କେବଳ ସୀମା କିମ୍ବା ବାରୁଦରେ ସୀମିତ ନାହିଁ। ଏହା ଏବେ ଏକ ଜଟିଳ ଗାଣିତିକ ସମୀକରଣରେ ପରିଣତ ହୋଇଛି, ଯେଉଁଠି ‘ଡଲାର୍’ ବନାମ ‘ଡ୍ରୋନ୍’ର ଲଢ଼େଇ ଚାଲିଛି। ସାମ୍ପ୍ରତିକ ମଧ୍ୟପ୍ରାଚ୍ୟ ସଙ୍କଟ, ବିଶେଷ କରି ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସଂଘର୍ଷ, ବିଶ୍ୱ ଅର୍ଥନୀତି ପାଇଁ ଏକ ଚେତାବନୀ ପାଲଟିଛି। ଆମେରିକାର ଅପରେସନ୍ ‘ଏପିକ ଫ୍ୟୁରି’ (Operation Epic Fury) କେବଳ ସାମରିକ ଅଭିଯାନ ନୁହେଁ, ବରଂ ଏହା ଆମେରିକାର ଆର୍ଥିକ … Continue reading ଆମେରିକାର ମହଙ୍ଗା ଯୁଦ୍ଧ! || America’s most expensive war!