ଦୀର୍ଘ ପନ୍ଦର ଦିନ ରୁ ଉର୍ଦ୍ଧ୍ବ ହେବ ବ୍ରିଟେନ ନୌସେନା ର ଏକ F35 ଯୁଦ୍ଧ ବିମାନ କେରଳର ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଫସିକି ରହିଛି। ଏମର୍ଜେନ୍ସୀ ଲ୍ୟାଣ୍ଡିଂ ପାଇଁ ଯେତେବେଳେ ଅନୁମତି ମାଗିଲା ତ ସେତେବେଳେ ଇନ୍ଧନ ସରିଛି ବୋଲି କୁହାଗଲା। କିନ୍ତୁ ଜଣାପଡ଼ିଲା ସେଥିରେ ଇନ୍ଧନ ଥିଲା। ପରେ ଖରାପ୍ ପାଗ, ଯାନ୍ତ୍ରିକ ତ୍ରୁଟି ଏମିତି ଯାବତୀୟ କାହାଣୀ କୁହାଗଲା। ପ୍ରକୃତରେ ସେ ବିମାନ କୁଆଡେ଼ କ’ଣ ପାଇଁ ଆସିଥିଲା ତାକୁ ନେଇ ଆନେକ … Continue reading American F35 fighter jet gets stuck in India to collect data! ।। ତଥ୍ୟ ସଂଗ୍ରହ ପାଇଁ ଆସି ଭାରତରେ ଫସିଗଲା ଆମେରିକା F35 ଯୁଦ୍ଧ ବିମାନ!
Copy and paste this URL into your WordPress site to embed
Copy and paste this code into your site to embed