ଯେଉଁ ସ୍ପେସ୍ ଷ୍ଟେଶନରେ ୯ ମାସ ଫସିଥିଲେ ସୁନିତା, ତାହାର ଦାମ କେତେ ?

Sunita Williams Return: ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ। ଦୀର୍ଘ ୯ ମାସ ଧରି ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ଫସି ରହିଥିଲେ। ଆଇଏସ୍ଏସ୍ ଛାଡ଼ିବାର ମାତ୍ର କିଛି ଘଣ୍ଟା ପରେ ସେମାନଙ୍କ ସ୍ପେସ୍ ଏକ୍ସ କ୍ୟାପସୁଲ୍ ଫ୍ଲୋରିଡାର ତାଲାହାସି ଉପକୂଳଠାରୁ ଦୂରରେ ମେକ୍ସିକୋ ଉପସାଗରରେ ଅବତରଣ କରିଥିଲା। ସୁନୀତା ୱିଲିୟମ୍ସଙ୍କ ଯାତ୍ରା ବିଷୟରେ ନୁହେଁ ବରଂ ଆଜି ସେହି ମହାକାଶ ଷ୍ଟେସନ ବିଷୟରେ ଜାଣିବା ଯେଉଁଠାରେ ସେ … Continue reading ଯେଉଁ ସ୍ପେସ୍ ଷ୍ଟେଶନରେ ୯ ମାସ ଫସିଥିଲେ ସୁନିତା, ତାହାର ଦାମ କେତେ ?