Donald Trump: ଲାଗୁଛି ଡୋନାଲ୍ଡ ଟ୍ରମ୍ପ ଚୀନ୍ ପିଛା ଛାଡ଼ିବେ ନାହିଁ । ଚୀନ ପଛରେ ଟ୍ରମ୍ପ ଏମିତି ପଡ଼ିଛନ୍ତି ଯେମିତି ଶିକାର ପଛରେ ଚିତା ଲାଗେ । ଦ୍ୱିତୀୟ ପାଳିରେ ଟ୍ରମ୍ପ ଚୀନକୁ ପାନେ ଦେବା ପାଇଁ ମସୁଧା କରି ଆସିଥିବା ମନେ ହେଉଛି । ପ୍ରଥମେ ଟାରିଫ୍ ୱାରା ଏବେ ପୁରୁଣା ପାଠର ଆଲୋଚନା କରୁଛନ୍ତି ଟ୍ରମ୍ପ । ୫ ବର୍ଷ ତଳର କୋଭିଡ୍ ଫାଇଲ ଖୋଲି ଚୀନକୁ ପୁଣି ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ … Continue reading ଚୀନ୍ ପଛରେ ଟ୍ରମ୍ପ ମଉସା
Copy and paste this URL into your WordPress site to embed
Copy and paste this code into your site to embed