ଦଣ୍ଡ ହ୍ରାସ କରିବାକୁ ଆପଦାରେ ଅବସର: କାଲିଫର୍ଣ୍ଣିଆ ଅଗ୍ନିକାଣ୍ଡ କଏଦୀଙ୍କ ପାଇଁ ଆଣିଲା ଖୁସି ଖବର

California Los Angeles Forest Fire: କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସରେ ବ୍ୟାପିଥିବା ନିଆଁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲକ୍ଷ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ିଛି। ଅଗ୍ନିକାଣ୍ଡର ପରିସର ଏତେ ଭୟଙ୍କର ଯେ ଏବେ ଜେଲରେ ଥିବା କଏଦୀଙ୍କ ସହାୟତା ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିଆଯାଉଛି। କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ ସମୟ ସହିତ ଭୟଙ୍କର ହେବାରେ … Continue reading ଦଣ୍ଡ ହ୍ରାସ କରିବାକୁ ଆପଦାରେ ଅବସର: କାଲିଫର୍ଣ୍ଣିଆ ଅଗ୍ନିକାଣ୍ଡ କଏଦୀଙ୍କ ପାଇଁ ଆଣିଲା ଖୁସି ଖବର