୮ଦିନରେ ଭାରତ ସହ ବିଶ୍ୱାସଘାତକତା କଲା ଆମେରିକା! || America betrayed India in 8 days!

ବାଂଲାଦେଶ ଫେବୃଆରୀ ୧୨ ନିର୍ବାଚନର କିଛି ଦିନ ପୂର୍ବରୁ ଆମେରିକା ସହିତ ଏକ ଗୁପ୍ତ ଚୁକ୍ତି କରିଛି। ଦୁଇ ଦେଶ ଫେବୃଆରୀ ୯ ତାରିଖରେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଫଳସ୍ୱରୂପ, ବାଂଲାଦେଶୀ ସାମଗ୍ରୀ ଉପରେ ଆମେରିକାର ଶୁଳ୍କ ପୂର୍ବ ୨୦ ପ୍ରତିଶତରୁ ୧ ପ୍ରତିଶତ ହ୍ରାସ କରି ୧୯ ପ୍ରତିଶତ କରାଯାଇଛି। ବାଂଲାଦେଶର ମାତ୍ର ୮ ଦିନ ପୂର୍ବରୁ ଫେବୃଆରୀ ୨ ତାରିଖରେ ଭାରତ ମଧ୍ୟ ଆମେରିକା ସହିତ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲା, … Continue reading ୮ଦିନରେ ଭାରତ ସହ ବିଶ୍ୱାସଘାତକତା କଲା ଆମେରିକା! || America betrayed India in 8 days!