ବାବା ସାହେବ ଆମ୍ବେଦକର କ’ଣ ପାଇଁ ଇସଲାମ ବଦଳରେ ବୌଦ୍ଧଧର୍ମକୁ ଗ୍ରହଣ କରିଥିଲେ ?

Ambedkar Jayanti 2025: ଭାରତୀୟ ସମ୍ବିଧାନର ନିର୍ମାତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଆଜୀବନ ମାନବତା ପାଇଁ ଲଢ଼ିଥିଲେ। ସମାଜରେ ଥିବା ଭେଦଭାବ ଦୂର କରିବା ଏବଂ ଦୁର୍ବଳ, ଶ୍ରମିକ ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସେ ଦୀର୍ଘ ସଂଘର୍ଷ କରିଥିଲେ। ନିମ୍ନ ଶ୍ରେଣୀର ଲୋକମାନଙ୍କୁ ସମାନତାର ଅଧିକାର ଦେବା ପାଇଁ ସେ ନିଜର ସବୁକିଛି ଉତ୍ସର୍ଗ କରିଥିଲେ। ବାଲ୍ୟକାଳରୁ ଭେଦଭାବର ସାମ୍ନା କରିଥିବା ବାବା ସାହେବ ସମାଜରୁ ବର୍ଣ୍ଣ ଓ ଜାତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ … Continue reading ବାବା ସାହେବ ଆମ୍ବେଦକର କ’ଣ ପାଇଁ ଇସଲାମ ବଦଳରେ ବୌଦ୍ଧଧର୍ମକୁ ଗ୍ରହଣ କରିଥିଲେ ?