ଅମଲାଙ୍କ ଚକ୍ରବ୍ୟୁହରେ ଓଡ଼ିଶା ତନ୍ତ୍ର-୧
ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ବିତିବାକୁ ଯାଉଛି। କିନ୍ତୁ ଶାସନର ମୌଳିକ ନୀତିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ପ୍ରାୟତଃ ଫେଲ ମାରିଛନ୍ତି। ଯେଉଁ ଅମଲାତନ୍ତ୍ରୀଙ୍କ ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ଏକ ରାଜନୀତିକ ସରକାର ଆଶାରେ ବିଜେପିକୁ ଭୋଟ୍ ଦେଇଥିଲେ ତାହା ବିଫଳ ହୋଇଛି। ଏହା ଗୋଟିଏ ମାମଲାରେ ନୁହେଁ। ବାରମ୍ବାର ଏହି ଅଭିଯୋଗ ଆସୁଛି ଯେଉଁଥିରେ ସ୍ପଷ୍ଟ ହେଉଛି ଯେ ଅମଲାଙ୍କ ଚକ୍ରବ୍ୟୁହରେ ପଡ଼ିଛନ୍ତି ମୋହନ ସରକାର। ଏଣୁ ଏହି ବିଷୟକୁ ଗୋଟିଏ … Continue reading ଅମଲାଙ୍କ ଚକ୍ରବ୍ୟୁହରେ ଓଡ଼ିଶା ତନ୍ତ୍ର-୧
Copy and paste this URL into your WordPress site to embed
Copy and paste this code into your site to embed