ଚଳିତ ବର୍ଷ କେବେ ପାଳନ କରାଯିବ ରାମ ନବମୀ, ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ

Ram Navami: ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ହୋଇଥିଲା । ପ୍ରତି ବର୍ଷ ଏହି ତିଥିରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଅୟୋଧ୍ୟାରେ ହୋଇଥିଲା। ଶ୍ରୀ ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର। ଶ୍ରୀ ରାମ ତ୍ରେତା ଯୁଗରେ ଜନ୍ମ ଗ୍ରହଣ କରିଥିଲେ। ପ୍ରତି ବର୍ଷ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମୋତ୍ସବ ଅତି ଧୂମ-ଧାମରେ ମନାଯାଏ। ଜାଣନ୍ତୁ ଚଳିତ … Continue reading ଚଳିତ ବର୍ଷ କେବେ ପାଳନ କରାଯିବ ରାମ ନବମୀ, ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ