Allegation of female journalist being pushed by Rahul Gandhi II ରାହୁଲ ଜଣେ ମହିଳା ସାମ୍ବାଦିକାଙ୍କୁ ଠେଲିବା ବିଜେପିର ଅଭିଯୋଗ

ଦିଲ୍ଲୀରେ ବିରୋଧୀ ଦଳର ପ୍ରତିବାଦ ରାଲିକୁ ନେଇ ଏବେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ମହିଳା ସାମ୍ବାଦିକାଙ୍କୁ ଠେଲି ଦେଇଥିବା ଏବଂ ରାଲି ସମୟରେ ନିଜ ଦଳର ଜଣେ କର୍ମୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସହ ଧକ୍କାଧକ୍କି କରିଥିବା ବିଜେପି ଅଭିଯୋଗ କରିଛି। ଏହି ଘଟଣାକୁ ନେଇ ବିଜେପି ନେତାମାନେ ରାହୁଲଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଭିଡିଓକୁ ଆଧାର କରି ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍‌ … Continue reading Allegation of female journalist being pushed by Rahul Gandhi II ରାହୁଲ ଜଣେ ମହିଳା ସାମ୍ବାଦିକାଙ୍କୁ ଠେଲିବା ବିଜେପିର ଅଭିଯୋଗ